ଓଡିଶା

 ମାଲକାନଗିରି ବିମାନବନ୍ଦର ଲୋକାର୍ପିତ

(ମାଲକାନଗିରି) :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଠାରେ ନୂତନ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍,ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଟର୍ମିନାଲ-୨ ପରିଦର୍ଶନ କରିଛନ୍ତି।

ସୂଚନାନୁଯାୟୀ , ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ସମୁଦାୟ ୪୧୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ସପ୍ତଧାରା ପ୍ରକଳ୍ପ ପାଇଁ ୩୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି।୧୬ କୋଟି ଟଙ୍କର ବିଭିନ୍ନ ପ୍ରକଳ୍ପ ମଞ୍ଜୁର ହୋଇଥିବା ବେଳେ ବିଭିନ୍ନ ରାସ୍ତା ଓ ପୋଲ ପାଇଁ ମଧ୍ୟ ଅନୁଦାନ ମଞ୍ଜୁର କରାଯାଇଛି। ଗୋବିନ୍ଦପାଲି ଜଳ ସେଚନ ପ୍ରକଳ୍ପ ଲାଗି ଡିପିଆର ଉନ୍ମୋଚନ କରିଛନ୍ତି ମୁଖ୍ଯମନ୍ତ୍ରୀ।

Related posts

ପୁରୀରୁ ଗୁଜରାଟ ଫେରିଲେ ୧୫ ତୀର୍ଥଯାତ୍ରୀ

mahabharatanews

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

mahabharatanews

ସାମ୍ବାଦିକଙ୍କୁ ଠେଙ୍ଗାରେ ମାରିବାକୁ ଥାନା ଅଧିକାରୀଙ୍କ ଉଦ୍ୟମ

mahabharatanews