ଭାରତ

ଗିରଫ ହେଲେ ଶ୍ରମିକଙ୍କ ଉପରେ ପରିସ୍ରା ବିଜେପି ନେତା 

(ମଧ୍ୟପ୍ରଦେଶ) : ଗିରଫ ହେଲେ ବିଜେପି ନେତା । ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାର ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରୁଥିବା ପ୍ରବେଶ ଶୁକ୍ଲା ଙ୍କୁ ପୋଲିସ ବୁଧବାର ଗିରଫ କରିଛି । ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିବା ନେଇ ଭିଡ଼ିଓ ଭାଇରାଲ ହେବା ପରେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ସୂଚନାନୁଯାୟୀ ,  ଯୁବକ ଜଣଙ୍କ ପରିସ୍ରା କରୁଥିବା ଭିଡିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରିଥିଲା । ଲିଡ୍ ଆଧାରରେ ବୁଧବାର ରାତି ପ୍ରାୟ ୨ ଟା ସମୟରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏଥିସହ ମଧ୍ୟପ୍ରଦେଶର ସିଏମ ଶିବରାଜ ସିଂହ ଚୌହାନଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କଠୋର ଜାତୀୟ ସୁରକ୍ଷା ଆଇନ (ଏନଏସଏ)ଲାଗୁ କରିଛି ।

Related posts

 ୬ଟି ସ୍କୁଲକୁ ବମରେ ଉଡାଇବାକୁ ଧମକ

mahabharatanews

ବଢ଼ିଲା ଗ୍ୟାସ ଦର

mahabharatanews

୬୦ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ

mahabharatanews