ଓଡିଶା

୧୩ ତାରିଖ ବନ୍ଦ ରହିବ ୟୁନିିଟ-୧ ମାର୍କେଟ

(ସରୋଜ କୁମାର ରାଉତ/ଭୁବନେଶ୍ୱର):  ଆସନ୍ତା ୧୩ ତାରିଖ ଦିନ ହେବାକୁ ଯାଉଥିବା ନିଟ୍ ପରୀକ୍ଷା ପାଇଁ ୟୁନିିଟ-୧ ମାର୍କେଟ ଦିନ୧୧ ଟାରୁ ମଧ୍ୟାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ପରୀକ୍ଷା ୧ ନଂ ସ୍ଥିତ ମଦର ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହେଉଥିବାରୁ ୟୁନିଟ-୧ ଆଖପାଖ ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକୁ ବନ୍ଦ କରିବାକୁ ବିଏମସି ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି ।

Related posts

ଭଙ୍ଗା ଦଦରା କୁଡ଼ିଆ ମୋତିଙ୍କ ଏକମାତ୍ର ସାହାରା

mahabharatanews

ଏମସରେ ଭର୍ତ୍ତି ହେଲେ  ପ୍ରଦୀପ ପାଣିଗ୍ରାହୀ 

mahabharatanews

ପ୍ରବଳ ବର୍ଷାର ସମ୍ଭାବନା, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

mahabharatanews