ଓଡିଶା

କେନ୍ଦୁଝର ବିଜେଡିର ଜମସମାବେଶ

କେନ୍ଦୁଝର/ ବିଜୟ କୁମାର କରୁଆ :ରାଜ୍ୟ ସରକାରଙ୍କ ଲୋକାଭିମୁଖି ବିକାଶ ମୂଳକ ଯୋଜନା କୁ ଜନସାଧରଣ ଙ୍କ ପାଖରେ ପହଞ୍ଚାଇବାକୁ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ବିଜେଡିର ବିଶାଳ ଜନ ସମ୍ପର୍କ ପଦଯାତ୍ରା ବାଇକଳା ରୁ ଆରମ୍ଭ ହୋଇ ମହୁଦୀପାରେ ଶେଷ ହୋଇଛି । ଏହି ଜନସଂର୍ପକ ପଦଯାତ୍ରା ରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ,ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ,ଜିଲ୍ଲା ସଭାପତି ମାଧବ ସର୍ଦାର,ବ୍ଲକଅଧ୍ୟକ୍ଷା ରୀନା ନାଏକ ଯୋଗଦାନ ରେ ହଜାର ସଂଖ୍ୟକ ବରିଷ୍ଠ ନେତା,କର୍ମୀଙ୍କ ଜନସମ୍ପର୍କ ପଦ ଯାତ୍ରା ଦେଖିବାକୁ ମିଳିଛି ।

Related posts

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଦୁଇ ମୃତ, ତିନି ଗୁରୁତର

mahabharatanews

ତୁଳସୀ ସଂସ୍କୃତ ମହାବିଦ୍ୟାଳୟରେ ବିଶ୍ବକପ୍ ହକି ନିମନ୍ତେ ସଚେତନତା ରାଲି

mahabharatanews

ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରାଥମିକ କୃଷି ସମବାୟ ସମିତି

mahabharatanews