ମନୋରଞ୍ଜନ

 ବେଶ୍ ଚର୍ଚ୍ଚିତ ଅମିତାଭଙ୍କ ହୋଲି ପାର୍ଟି

(ମୁମ୍ବାଇ) : ଆଉ ମାତ୍ରା କିଛି ଦିନର ଅପେକ୍ଷା ସାରା ଦେଶର ପାଳନ କରାଯିବ ହୋଲି ପର୍ବ । ଯେଉଁଥି ପାଇଁ କିଛି କିଛି ସ୍ଥାନରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଦିନେ ବେଶ୍ ଚର୍ଚ୍ଚିତ ଥିଲା ଅମିତାଭ ବଚ୍ଚନଙ୍କ ହୋଲି ପାର୍ଟି ।

ସୂଚନାନୁଯାୟୀ , ପ୍ରତ୍ୟେକ ହୋଲିରେ ବିଗ୍ ବିଙ୍କ ଘରେ ଏକ ଗ୍ରାଣ୍ତ ଇଭେଣ୍ଟର ଆୟୋଜନ କରାଯାଉଥିଲା । ଯେଉଁଥିରେ ଅନେକ ସେଲିବ୍ରିଟି ଯୋଗ ଦେଉଥିଲେ ଏବଂ ଖୁବ୍ ଏଞ୍ଜୟ ମଧ୍ୟ କରୁଥିଲେ । ସମୟ ଥିଲା ଯେତେବେଳେ ଅମିତାଭ ବଚ୍ଚନ ପ୍ରତିବର୍ଷ ତାଙ୍କ ବଙ୍ଗଲୋରେ ହୋଲି ପାର୍ଟିର ଆୟୋଜନ କରୁଥିଲେ । ଏହି ପାର୍ଟୀରେ ହୋଲିର ସୁନ୍ଦର ସୁନ୍ଦର ଗୀତରେ ତାରକାମାନେ ଡ୍ୟାନ୍ସ କରୁଥିବାର ଅନେକ ଭିଡିଓ ଦେଖିବା ପାଇଁ ମିଳେ । ଅମିତାଭ ବଚ୍ଚନ ନିଜେ ଏହି ସେଲିବ୍ରେସର ହାର୍ଟ ଥିଲେ ହୋଲି ଗୀତରେ ସେ ଖୁବ୍ ପ୍ରତ୍ୟେକ ହୋଲି ଗୀତକୁ ଉପଭୋଗ କରୁଥିଲେ ଏବଂ ନିଜ ସାଥୀ ସେଲିବ୍ରିଟିଙ୍କର ମନୋରଞ୍ଜନ କରାଉଥିଲେ ।

Related posts

ଖୁବଶୀଘ୍ର ଆସୁଛି ‘ଶ୍ରୀମଦ୍ ରାମାୟଣ’

mahabharatanews

‘ବଏକଟ୍‌ ମାଳଦ୍ବୀପ’: ନାଗାର୍ଜୁନ ନିଜର ଗସ୍ତ କଲେ ବାତିଲ

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ହିନା ଖାନ

mahabharatanews