ମନୋରଞ୍ଜନ

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ହିନା ଖାନ

(ମୁମ୍ବାଇ) : ହସ୍ପିଟାଲରେ ଭର୍ତ୍ତି ହେଲେ ଟେଲି ଅଭିନେତ୍ରୀ ହିନା ଖାନ । କିଛି ଦିନ ତଳେ ଅସୁସ୍ଥ ଥିଲେ ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ହିନା ଡାକ୍ତରଖାନାରେ ଭର୍ତ୍ତି ହେବା ସମୟର ଏକ ଫଟୋ ସେୟାର କରିଛନ୍ତି।

ସୂଚନାନୁଯାୟୀ ,  ବିଗ୍ ବସ୍-୧୧ର ପ୍ରତିଯୋଗୀ ଅଭିନେତ୍ରୀ ହିନା ଖାନ ନିକଟରେ ତାଙ୍କ ସୋସିଆଲ ମିଡିଆରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। ହିନା ହସ୍ପିଟାଲର ପୋଷାକ ଏବଂ ବାମ ହାତରେ ଟେପ୍ ପିନ୍ଧି ଏକ ସେଲଫି ପୋଷ୍ଟ କରିଛନ୍ତି। ଏହି ସେଲଫିରେ ହିନା ପାଉଟ୍ କରୁଥିବାର ନଜର ଆସିଛନ୍ତି। ଫଟୋ ପୋଷ୍ଟ କରି ହିନା ଲେଖିଛନ୍ତି, ଭଲପାଇବା ବିସ୍ତାର କର। ଆପଣ କେଉଁଠାରେ ଥାଆନ୍ତୁ ନା କାହିଁକି, କେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି, ଯଦି ଆପଣଙ୍କୁ ଏକ ଦର୍ପଣ ମିଳେ ତେବେ ‌ମିରର ସେଲଫି ନେବାକୁ ଭୁଲନ୍ତୁ ନାହିଁ।

Related posts

ରିତେଶଙ୍କୁ ନୂଆ ଲୁକରେ ଦେଖିବାକୁ ପାଇବେ ଦର୍ଶକ

mahabharatanews

ଆସୁଛି ଶାହାରୁଖଙ୍କ ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ‘ଡଙ୍କି’ 

mahabharatanews

ଫିଲ୍ମ ‘ଓଏମଜି-୨’ ରିଲିଜ ଉପରେ ସେନ୍ସର ବୋର୍ଡ ଲଗାଇଲେ ରୋକ୍

mahabharatanews