ମନୋରଞ୍ଜନ

ରାମ ମନ୍ଦିରରେ ରାଜନେତ୍ରୀ ହେମାମାଳିନୀ 

(ମୁମ୍ବାଇ) :  ଐତିହାସିକ ରାମ ମନ୍ଦିରରେ ପହଞ୍ଚିଲେ ଅଭିନେତ୍ରୀ ତଥା ରାଜନେତ୍ରୀ ହେମାମାଳିନୀ ।  ଶୁକ୍ରବାର ଦିନ ଅଯୋଧ୍ୟାରେ ପହଞ୍ଚିଛନ୍ତି। ‘ସେ କହିଛନ୍ତି ‘ଦର୍ଶନ ଭଲରେ ଭଲରେ ହୋଇଗଲା। ଏଠାରେ ସମସ୍ତ ବ୍ୟବସ୍ଥା ଭଲ ଭାବେ ହୋଇଛି। ମନ୍ଦିର ଯୋଗୁଁ ଅନେକ ଲୋକ ରୋଜଗାରର ପନ୍ଥା ପାଇଛନ୍ତି।’’

ସୂଚନାନୁଯାୟୀ , ସେପଟେ ଧର୍ମେନ୍ଦ୍ର ଓ ହେମା ମାଲିନୀଙ୍କ ଝିଅ ତଥା ବଲିଉଡର ଅଭିନେତ୍ରୀ ଇଶା ଦେୱଲ ସ୍ବାମୀ ଭରତ ତଖତାନୀଙ୍କ ଠାରୁ ଅଲଗ‌ା ହେବାର ଘୋଷଣା କରି ଦେଇଛନ୍ତି। ଅନେକ ଦିନ ହେବ ଇଶା ଓ ଭରତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇ ଯାଇଥିବାର ଖବର ସାମ୍ନାକୁ ଆସିଥିଲା।

Related posts

ଡାକ୍ତରଖାନାରେ ରାକ୍ଷୀ ସାୱନ୍ତ

mahabharatanews

ଫିଲ୍ମ ‘ଆନିମଲ୍‌’ ଠୁ ଅଧିକା ଚର୍ଚାରେ ରଣବୀରଙ୍କ ପରି ଫିଗର୍‌

mahabharatanews

ବିବାହ ବାର୍ଷିକୀରେ ଏମିତି କିଛି ପୋଷ୍ଟ କଲେ ସନ୍ନି ଲିଓନି

mahabharatanews