ଓଡିଶାପାଣିପାଗ

ତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଭୁବନେଶ୍ୱର ପାଣି ପାଗ ବଭାଗ ଦ୍ୱାରା ତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛନ୍ତି । ଆଜି ତିନୋଟି ଜିଲ୍ଲାରେ ବର୍ଷା ଘଡଘଡି ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ଜିଲ୍ଲା ଗୁଡିକ ହେଲେ କଳାହାଣ୍ଡି,କନ୍ଧମାଳ ଓ ବଲାଙ୍ଗିର ରେ ଅଧିକ ପ୍ରଭାବ ପଡିବାର ଦେଖାଯିବ । ପାଣିପାଗ ବିଭାଗ ଦ୍ୱାରା ସୂଚନା ଦେଇଛନ୍ତି । ଭୁବନେଶ୍ୱର ।ବିଜୁଳି ଘଡଘଡି ସମୟରେ ନିରାପଦ ସ୍ଥାନରେ ରହନ୍ତୁ । ଘରେ ରୁହନ୍ତୁ ବାହାରିବାକୁ ନବାହାରିବାକୁ ଉପଦେଶ ଦେଇଛନ୍ତି ପାଣିପାଗ ବିଭାଗ ।

Related posts

ଭିସୁଟ୍କୁ ମଡର୍ଣ୍ଣ ଡ୍ରେସ୍ ମନା

mahabharatanews

ରାଷ୍ଟ୍ରପତିଙ୍କ ଗ୍ରାମରେ ରେଡ୍ କ୍ରସ୍ ର ବହୁମୁଖି କାର୍ଯ୍ୟକ୍ରମ

mahabharatanews

ଜୁନ ମାସ ପାଇଁ ଅତିରିକ୍ତ ୬ ଲକ୍ଷ ଡୋଜ ଟୀକା ଆବଶ୍ୟକ

mahabharatanews