ଓଡିଶା

ବାଲୁକା କଳାରେ “ଭୋଟ୍ ଫର୍ ୟୋର ଫ୍ୟୁଚର” 

(ପୁରୀ) : ଆରମ୍ବ ହୋଇଛି ମତଦାନ  । ଅଧିକରୁ ଅଧିକ ସଂଖ୍ୟାରେ ଭୋଟ୍ ଦେବା ପାଇଁ ଆହ୍ବାନ କରିଛି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ନିଜର ବାଲୁକା କୃତ୍ତି ଜରିଆରେ ୟୋର ଭୋଟ୍ ଫର୍ ୟୋର ଫ୍ୟୁଚର ମେସେଜ ସହ ଲୋକଙ୍କୁ ସଚେତନ କରାଇଛନ୍ତି ।

ଆଂଜ୍ଞା ହଁ ୧୦୦ ଫୁଟ୍ ଲମ୍ବ ଓ ୪୦ ଫୁଟ୍ ଓସାରର ଏହି କଳା କୃତ୍ତି ୨୦୦୦ ବଲ୍ ରେ ନିର୍ମିତ କରାଯାଇଛି । ପୁରୀ ବେଳାଭୂମିରେ ଏହା ନିର୍ମିତ ହୋଇଛି । ଯାହାକୁ ଦେଖିବାକୁ ଭିଡ଼ ଲାଗିରହିଛି । ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ଚାଲିଛି ମତଦାନ। କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର, କଳାହାଣ୍ଡି ପାଇଁ ମତଦାନ ଚାଲିଛି । ସେହିପରି୨୮ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଏକସଙ୍ଗେ ଭୋଟିଂ ଚାଲିଛି ।

 

odisha-assembly-election-2024-your-vote-your-future-created-at-puri-beach-in-odisha

Related posts

ଚାଷୀଙ୍କୁ ମାଡ଼ ମାରି ପରିବା ଛଡାଇ ନେଲା କେନ୍ଦ୍ରାପଡା ପୋଲିସ

mahabharatanews

 ୪ ଦ୍ୱାର ଖୋଲିବା ପ୍ରସଙ୍ଗରେ କଂଗ୍ରେସ କରିବ ସଂକୀର୍ତ୍ତନ

mahabharatanews

ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଚଳଚଞ୍ଚଳ ରଥ ଖଳା

mahabharatanews