ଓଡିଶା

ଆଜି ଶପଥ ନେବେ ନୂଆ ମନ୍ତ୍ରୀ

(ଭୁବନେଶ୍ୱର) : ଆଜି ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ନେବେ ନୂଆ ମନ୍ତ୍ରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି ହୋଇଛି।

 

ସୂଚନାନୁଯାୟୀ,ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡ଼ିଛି। କିଛି ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ ମଧ୍ୟ ହୋଇପାରେ।

Related posts

ରାଜ୍ୟରେ ଆଜି ଓ ଆସନ୍ତା କାଲି ରାତିରେ ବନ୍ଦ ରହିବ ପେଟ୍ରୋଲ ପମ୍ପ

mahabharatanews

ଭତ୍ତାଧାରୀ ବୟସ୍କଙ୍କ ସହ ବିଜେପିର ପ୍ରତାରଣା: ନବୀନ ପଟ୍ଟନାୟକ

mahabharatanews

ଶିକ୍ଷିତ ସମାଜରେ, ମଣିଷ ପଣିଆ ଓ ନୈତିକ ଶିକ୍ଷାର ଆବଶ୍ୟକତା ରହିଛି

mahabharatanews