ଓଡିଶା

ପ୍ରକାଶ ପାଇଲା ଅଫଲାଇନ ମାଟ୍ରିକ ଫଳ

(କଟକ) : ଚଳିତ ବର୍ଷ ଅଫଲାଇନରେ ହୋଇଥିବା ମାର୍ଟିକ ଫଳ ଆଜି ପ୍ରକାଶ ପାଇଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଏହି ଅଫଲାଇନ ପରୀକ୍ଷା ଦେଇଥିଲେ । ମୋଟ ପାସ୍ ହାର ହେଉଛି ୮୦.୮୩ % । ୧୦୮୬ ଜଣ ଅନୁପସ୍ଥିତ ରହିଥିବା ବେଳେ ୧୪ଜଣ ମାଲ୍ ପ୍ରାକ୍ଟିସ୍ ବେଳେ ଧରାପଡ଼ିଛନ୍ତି । ତେବେ ମୋଟ ୩ହଜାର ୧୦୦ ପାସ୍ ଛାତ୍ର ଓ ୨୧୩୩ ଜଣ ଛାତ୍ରୀ ପାସ୍ କରିଛନ୍ତି । ଏ-୧ରେ ୪୨,ଏ- ୨ ୨୫୫ଜଣ, ବି-୧ରେ ୩୪୮ ଜଣ, ବି- ୨ରେ ୪୫୮, ସି’ରେ ୫୯୯ ଜଣ, ଡି ଗ୍ରେଡ୍ରେ ୮୪୬ଜଣ, ଇ ଗ୍ରେଡ୍ରେ ୨୬୮୫ ଜଣ ପାସ୍ କରିଛନ୍ତି ତେବେ ୧୪୮ ଜଣ ଫେଲ୍ ହୋଇଛନ୍ତି । ୧୫ ହଜାରରୁ ଅଧିକ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ପରିକ୍ଷା ଦେଇଥିଲେ ।

Related posts

ପାଟଣାବ୍ଲକ ଚେମଣା ପଞ୍ଚାୟତରେ ଆଉ ୨ କରୋନା ଚିହ୍ନଟ

mahabharatanews

ଅଗଷ୍ଟ ୧ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ସଟ୍ ଡାଉନ୍ ସଫଳ କରିବାକୁ ପୋଲିସର କଡ଼ା କାର୍ୟ୍ୟାନୁଷ୍ଠାନ

mahabharatanews