ଭାରତ

୮ରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 

(ଭୁବନେଶ୍ୱର) : ମେ’୮ ତାରିଖରେ  ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ସମୟ ମଧ୍ୟରେ ସେ ରାୟଗଡ଼ା ଗସ୍ତ କରିବେ । ସେହିପରି ୧୨ ତାରିଖରେ ପୁଣି ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ।

ସୂଚନାନୁଯାୟୀ , ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ନେତାଙ୍କ ଓଡିଶା ଆଗମନ ଏକ ପ୍ରକାର ନିର୍ଛିନ୍ତ ହୋଇଯାଇଛି ।  ଲଗାତାର ଓଡିଶାକୁ ବିଜେପି ଫୋକସରେ ରଖିଛି  । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୦ରେ ଭୁବନେଶ୍ୱରରେ ମୋଦି କରିବେ ରୋଡ୍ ସୋ । ସେହିପରି ୧୧ ତାରିଖରେ ବଲାଙ୍ଗୀରରେ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି ।

Related posts

ଦ୍ୱିତୀୟ ଦିନରେ ୧୪ ୱିକେଟ

mahabharatanews

ରାଜସ୍ଥାନରେ “ଲୁ

mahabharatanews

ବିଜେପି ପକ୍ଷରୁ ସାଲେପୁରରେ ହିତାଧିକାରୀ କୃଷକ ସମାବେଶ

mahabharatanews