ଓଡିଶାରାଜନୀତି

ପୁଣି ଥରେ ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ । ପୁଣି ଥରେ ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀଙ୍କ ନାଁ ଘୋଷଣା କଲା ବିଜେପି । ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନଥିବାରୁ ଆଜି ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କମିଟି ଆଶ୍ୱିନୀଙ୍କ ନାଁ ଘୋଷଣା କରିଛି । ଗତକାଲି ବିଜେଡି ପକ୍ଷରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନାମାଙ୍କନ ଭରିଥିବା ବେଳେ ତୃତୀୟ ପ୍ରାର୍ଥୀକୁ ନେଇ ବିଜେଡି କାର୍ଡ ଖୋଲିବା ନେଇ କୁହାଯାଉଥିଲା । କିନ୍ତୁ ଏପଟେ ଏବେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘେଷଣା କରିଛି ବିଜେପି ।

 

Related posts

ଡ୍ରାଇଭରକୁ ମହାନଦୀକୁ ଠେଲି ଟ୍ରକ୍‌ ଚୋରି କରିବା ଘଟଣା , ମାସେ ପରେ ବନ୍ଧା ହେଲେ ୫ ଜଣ

mahabharatanews

ସୋନିଆଙ୍କ ଜନ୍ମଦିନରେ ମୋଦିଙ୍କ ଶୁଭେଚ୍ଛା

mahabharatanews

 ପର୍ଯ୍ୟଟକଙ୍କ ମନ ମୋହୁଛି ଧଳା ବଉଳା କୁମ୍ଭୀର

mahabharatanews