ଓଡିଶା

ଭୁବନେଶ୍ୱରରେ ଖୋଲିବ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର: ରାଜଧାନୀରେ ଖୋଲିବ ଆଦର୍ଶ ବିଦ୍ୟାଳୟ । ରାଜ୍ୟସରକାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ଏକ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ଯାଉଛନ୍ତି । ଏହି ସ୍କୁଲର ଛାତ୍ର ଛାତ୍ରୀ କ୍ଷମତା ରହିବ ୫୦୦ । ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ୩୧୪ ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ଏହା ଅନ୍ୟତମ ହେବ । ମୋଟ ୨୫ ଏକର ଜାଗା ଉପରେ ଏହି ସ୍କୁଲ ନିର୍ମାଣ ହେବ । ଏହି ସ୍କୁଲ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ଶମିର ଦାସ ସୂଚନା ଦେଇଛନ୍ତି ।

Related posts

ଲୁନାକୁ ଧକ୍କା ଦେଲା ଟ୍ରକ୍, ବ୍ୟବସାୟୀ ମୃତ

mahabharatanews

କଂଗ୍ରେସର ଦ୍ୱିତୀୟ ପ୍ରାର୍ଥୀ ତାଲିକା 

mahabharatanews

 କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ 

mahabharatanews