ଓଡିଶା

ବାରିପଦା ବୁଢ଼ା ବଳଙ୍ଗ ପାଣିବୁଡ଼ି ଜଣେ ମୃତ

ବାରିପଦା ବୁଢ଼ା ବଳଙ୍ଗ ପାଣିବୁଡ଼ି ଜଣେ ମୃତ। ମୃତ ଜଣକ ହେଲେ ବାରିପଦା ଟାଉନ ଥାନା ଅଧୀନ ପୋଡ଼ା ଅସ୍ତିଆ ଅଞ୍ଚଳ ମୃତ ଭକ୍ତ ବନ୍ଧୁ ସିଂ ପୁଅ ଭାସ୍କର ସିଂ। ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ କାଲି ବିଳମ୍ବତ ରାତିରେ ମାଛ ଧରିବା ପାଇଁ ଯାଇଥିଲେ। କିନ୍ତୁ ସକାଳୁ ସ୍ଥାନୀୟ ଲୋକେ ସେ ପାଣି ବୁଡ଼ି ମୃତ୍ୟ ବରଣ କରିଥିବା ର ଖବର ପରିବାର ଙ୍କୁ ଜଣାଇଥିଲେ। ଘଟଣାର ସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ମୃତ ଶରୀରକୁ ନଦୀ ରୁ ଉଦ୍ଧାର କରିବା ସହ ବେଚ୍ଛେଦ କରିବା ପାଇଁ ପିଆରଏ ମ ମେଡ଼ିକାଲ କଲେଜ କୁ ପଠାଇଛି।

Related posts

ସୁନ୍ଦରଗଡ ମ୍ୟୁନିସପାଲ୍ଟି ସହିତ ୪ଟି ବ୍ଲକ୍ ର ୪୭ ହଜାର ଲୋକ ହେବେ ଉପକୃତ

mahabharatanews

ରବି ଋତୁ ଧାନ ସଂଗ୍ରହ ସଂପର୍କିତ ଜିଲ୍ଲାସ୍ତରୀୟ ବୈଠକ

mahabharatanews

୫୩୦ ହେକ୍ଟର ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

mahabharatanews