ଓଡିଶା

୫ ସହରରେ ହେବ ଓପିଏସ୍ସି ପରୀକ୍ଷା

ଭୁବନେଶ୍ୱର : କରୋନା ଯୋଗୁ ହୋଇପାରି ନ ଥିବା ୨୦୨୦ ଓଡ଼ିଶା ପ୍ରଶାସନିକ ସେବା(ଓପିଏସ୍ସି) ପରୀକ୍ଷା ଆସନ୍ତା ଅଗଷ୍ଟ ମାସ ୨୭ ତାରିଖରେ ଅନୁଷ୍ଠିତ ହେବ । କଟକ, ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମୁପର ସହରରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି । ଏନେଇ ଓପିଏସ୍ସି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜଞପ୍ତି ପ୍ରକାଶ ପାଇଛି । ଏହି ପ୍ରିଲିମନାରୀ ପରୀକ୍ଷାର ଦୁଇଟି ସିଟିଂ ରହିଛି । ପ୍ରଥମ ସିଂଟିରେ ପେପର-୧ ପରୀକ୍ଷା ସକାଳ ୧୦ଟାରୁ ମଧ୍ୟାନ ୧୨ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ସିଟିଂରେ ମଧ୍ୟାନ ସାଢେ ୧ଟାରୁ ସାଢେ ୩ଟା ମଧ୍ୟରେ ଅନୁଷ୍ଠିତ ହେବ ।

Related posts

ବନ୍ଦ ଘରେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଲେ ଦୁର୍ବୁତ୍ତ

mahabharatanews

ଆଜି ଶ୍ରୀଜିଉଙ୍କ ବନକ ଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

mahabharatanews

ବିବେକାନନ୍ଦ ୟୁଥ କ୍ଳବ ତରଫରୁ ଏକ ସ୍ଵଛକୃତ ରକ୍ତଦାନ ଶିବିର ଆୟୋଜନ

mahabharatanews