ଓଡିଶାରାଜନୀତି

ଉମରକୋଟରେ ବିକାଶ କାମର ହିସାବ ଦେଲେ ପାଣ୍ଡିଆନ

ଉମରକୋଟ: ଉମରକୋଟରେ କାର୍ତ୍ତିକ ପାଣ୍ଡିଆନ| ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିକାଶ କାମର ହିସାବ ଦେଲେ ପାଣ୍ଡିଆନ| ଉମରକୋଟରେ ୨୧୨ କୋଟି ଟଙ୍କାର ବିକାଶ କାମ ଚାଲିଛି|  ପେଣ୍ଡେରାଣୀ ମନ୍ଦିର କାମ ଶେଷ ହୋଇଛି|  ୩ କୋଟି ଟଙ୍କାରେ ଶିବ ମନ୍ଦିର ରାସ୍ତା ଚାଲିଛି|  କିଡ୍‌ନୀ ରୋଗ ଚିକିତ୍ସା ପାଇଁ ଉମରକୋଟରେ ଖୋଲିଛି ଡାଇଲିସିସ ସେଣ୍ଟର| ୫୦ କୋଟିରେ ୫ଟି ରାସ୍ତା କାମ ଚାଲିଛି | ୫ କୋଟି ଟଙ୍କା ଭାସ୍କେଲ ଡ୍ୟାମ ପାଇଁ |  ମୁଖ୍ୟମନ୍ତ୍ରୀଙ୍କର ବିଶାଳ ହୃଦୟ|  ଜନଜାତି ଭାଇ ଭଉଣୀ ମାନଙ୍କ ପାଇଁ ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି|  ସବୁବେଳେ ଆପଣଙ୍କ ପଛରେ ଦୃଢ ଭାବରେ ଠିଆ ହୋଇଛନ୍ତି|  BSKYରେ ଚିକିତ୍ସା ପାଇଁ ସିପ୍ରା ପାଇଲେ ୭ ଲକ୍ଷ ୨୦ ହଜାର, ପ୍ରଦୀପ ବାବୁ ୪ ଲକ୍ଷ ଟଙ୍କା|  BSKYକୁ ବନ୍ଦ କରିବାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଚକ୍ରାନ୍ତ କରୁଛନ୍ତି|  କେନ୍ଦ୍ର ନେତା କେବଳ ବଡ ବଡ କଥା କୁହନ୍ତି|   ସେ ଚାହିଁଥିଲେ ନଵରଙ୍ଗପୁର  ରେ  ଦୁଇ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରି ଥାନ୍ତେ | କେନ୍ଦ୍ର ମନ୍ତ୍ରୀ ଆସିଲେ ତାଙ୍କୁ ଆପଣ ମାନେ ଏ ବିଷୟରେ ପ୍ରଶ୍ନ କରନ୍ତୁ | ରାଜ୍ୟ ସରକାର ୫-ଟି ରେ ୮୦୦୦ ସ୍କୁଲର କରିଛନ୍ତି ରୂପାନ୍ତର|  ମହିଳା ସଶକ୍ତିକରଣକୁ ବିରୋଧ କରୁଛନ୍ତି କେନ୍ଦ୍ର ମନ୍ତ୍ରୀ|  ମିଶନ ଶକ୍ତି ମା ମାନଙ୍କ ଦୁବାଇ ଗସ୍ତକୁ ଷଡଯନ୍ତ୍ର କରି ବନ୍ଦ କଲେ|  ମୁଖ୍ୟମନ୍ତ୍ରୀ ଆପଣଙ୍କ ସୁଖ ଦୁଃଖରେ ଅଛନ୍ତି|  ଯୋଡି ଶଙ୍ଖରେ ଭୋଟ ଦେଇ ତାଙ୍କୁ ଆଶୀର୍ବାଦ କରନ୍ତୁ |

Related posts

ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଲକ୍ଷାଧିକ ଚୋରି

mahabharatanews

ଅଜିଠାରୁ ରାୟଗଡ଼ ଟ୍ରକ ମାଲିକ ସଂଘ ର ସଭାପତି ପଦ ଗ୍ରହଣ କରିଛନ୍ତି ୟେଲ୍ଲା କୋଣ୍ଡାବାବୁ

mahabharatanews

ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ଏସିଏସଓ

mahabharatanews

Leave a Comment