ମନୋରଞ୍ଜନ

ବାହାଘର ପୋଷାକକୁ ନେଇ ମୁହଁ ଖୋଲିଲେ  ପରିଣୀତି

(ମୁମ୍ବାଇ) :  ଚର୍ଚା ଥମିବାର ନା ନେଉନି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ାଙ୍କ ରାଜକୀୟ ବିବାହ । ଉଦୟପୁରର ‘ଲୀଲା ପ୍ୟାଲେସ’ ହୋଟେଲରେ  ଶୈଳୀରେ ହୋଇଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ।

ଏନେଇ ପରିଣୀତି ମୁହଁ ଖୋଲିଛନ୍ତି , ପରିଣୀତି ତାଙ୍କ ବିବାହରେ ସାଧାରଣ ଦେଖାଯିବାକୁ ଚାହୁଥିଲେ। ସେ ନିଜେ ଯେମିତି ତାଙ୍କ ବିବାହକୁ ଉପଭୋଗ କରିପାରିବେ ସେଥିପାଇଁ ସେ ଆମକୁ କହିଥିଲେ ଯେ, ମୁଁ ମଜା କରିବାକୁ ଚାହୁଁଛି। ମୋ ସହ ହିରୋଇନ୍ ଭଳି ବ୍ୟବହାର କର ନାହିଁ। ମୁଁ ଚାହେଁ ନାହିଁ ଯେ ମୋର ଦୁପଟା ଧରି କେହି ମୋ ପଛେ ପଛେ ଆସୁ। ମୁଁ ସେଦିନ ବହୁତ ଆରାମଦାୟକ ଅନୁଭବ କରିବାକୁ ଚାହେଁ। ଏମିତିକି ହିଲ୍ସ ମଧ୍ୟ ପିନ୍ଧିବାକୁ ଚାହେ ନାହିଁ। ମୋତେ ଫ୍ଲାଟ ଚପଲ ବା ସ୍ନିକର୍ ଦେବ।

Related posts

ଅଫେରା ରାଇଜରେ ରାଜେଶ୍ୱରୀ

mahabharatanews

ତିରୁପତିରେ ବିବାହ କରିବେ ପ୍ରଭାସ

mahabharatanews

ପରଲୋକରେ ‘ମହାଭାରତ’ର ଶକୁ

mahabharatanews