ଓଡିଶା

୨୯ରୁ ଯୁକ୍ତ୨ ନାମଲେଖା

(ଭୁବନେଶ୍ୱର) :  ମେ’ ୨୯ରୁ ଯୁକ୍ତ୨ କଲେଜର ଏକାଦଶ ଶ୍ରେଣୀରେ ନାମଲେଖା  ପ୍ରକ୍ରିୟା ଆରମ୍ଭ ହେବ । ଦୁଇ ମାସ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ।

ସୂଚନାନୁଯାୟୀ , କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ଅଫ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ ନାମଲେଖା କରିପାରିବେ ନାହିଁ । ୩ଟି ପର୍ଯ୍ୟାୟରେ ମେଧା‌ ତାଲିକା ପ୍ରକାଶ ସହ ଛାତ୍ରଛାତ୍ରୀଙ୍କ ନାମଲେଖା କରାଯିବ। ଖୁବ୍‌ଶୀଘ୍ର ନାମଲେଖା ପ୍ରକ୍ରିୟାର ବିସ୍ତୃତ ତାରିଖ ଘୋଷଣା ହେବ। ଜୁଲାଇ ମାସରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାକୁ ‌ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Related posts

ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳର ଦର!

mahabharatanews

ରାଜ୍ୟରେ ଆସନ୍ତା ତିନି ଦିନ ପ୍ରବଳ ବର୍ଷିବ !

mahabharatanews

ଯାତ୍ରୀବାହୀ ବସ ସହ ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା

mahabharatanews