ଓଡିଶା

ସରିଲା ଆଲୋଚନା ; ଆଜିଠୁ ଖୋଲିବ ୟୁନିଟ୍‌-୧ ମାର୍କେଟ୍‌ 

(ଭୁବନେଶ୍ୱର) :  ଆଜିଠୁ ଖୋଲିବ ୟୁନିଟ୍‌-୧ ମାର୍କେଟ୍‌ ।  । BMC ସହ ବ୍ୟବସାୟୀ ସଂଘର ଆଲୋଚନା ସଫଳ ହୋଇଛି ଏନେଇ  ସୂଚନା ଦେଇଛନ୍ତି  ୟୁନିଟ୍‌-୧ ମାର୍କେଟ ବ୍ୟବସାୟୀ ସଂଘ ସଭାପତି । ପାର୍କିଂ ସହ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ BMC ରାଜି ହୋଇଛି । ଭୁବନେଶ୍ୱର ୧ନଂ ହାଟର ସବୁ ଦୋକାନ ବନ୍ଦ ହୋଇଥିଲା ।

ସୂଚନାନୁଯାୟୀ , ପାର୍କିଂ, ଡ୍ରେନେଜ ବ୍ୟବସ୍ଥା ଓ ଜବରଦଖଲ ଉଚ୍ଛେଦ ପାଇଁ ଦାବି ହୋଇଥିଲା । ଗତ କିଛିଦିନ ହେବ ବିଏମ୍‌ସି ଏବଂ ଟ୍ରାଫିକ୍‌ ପୋଲିସ ପାର୍କିଂ ହୋଇଥିବା ଗାଡ଼ିିଗୁଡିକୁ ଉଠାଇ ନେଉଛି । ଜରିମାନା ଆକାରରେ ୧୨ଶହ କିମ୍ବା ତା’ଠାରୁ ଅଧିକ ଟଙ୍କା ନେଉଛନ୍ତି । ସଚେତନତା ଓ ସତର୍କତା ହିଁ ସାଇବର ଅପରାଧକୁ ରୋକିବ; ପ୍ରତି ଅଞ୍ଚଳରେ ସାଇବର ସୁରକ୍ଷା ରଥକୁ ସ୍ୱାଗତ ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ ଗ୍ରାହକମାନେ ହାଟକୁ ଆସିବା ପସନ୍ଦ କରୁନାହାନ୍ତି । ପାର୍କିଂ ବିବାଦ କୁ ନେଇ ଉଭୟ ଦୋକାନୀ ଓ ଉଠା ଦୋକାନୀ ମୁହାଁ ମୁହିଁ ହୋଇଥିଲେ ।

Related posts

ପଥର ଧସି ୩ ଜଣଙ୍କ ମୃତ୍ୟୁ

mahabharatanews

କାଲି ନୀତି ଆୟୋଗ ବୈଠକ, ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

mahabharatanews

ଆଉ ୬ଜିଲ୍ଲାରେ ଲକ୍ଷ୍ମୀ ବସ୍

mahabharatanews