ଭାରତ

ସ୍କୁଲରେ ନିଆଁ ଲାଗି ୨୦ ଛାତ୍ର ମୃତ

(ଜର୍ଜଟାଉନ) : ସ୍କୁଲରେ ନିଆଁ ଲାଗି ୨୦ ଛାତ୍ର ମୃତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଆମେରିକାର ଦେଶ ଗାୟାନାର ଏକ ସ୍କୁଲ ଡର୍ମିଟୋରିରେ ।ରବିବାର ନିଆଁ ଲାଗିବା ଯୋଗୁ ଅତି କମ୍‌ରେ ୨୦ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଗାୟାନା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ ,  କେନ୍ଦ୍ରୀୟ ଗାୟାନାର ମେହଦିଆ ସେକେଣ୍ଡାରି ସ୍କୁଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ବହୁ ଛାତ୍ର ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ ଦୁଇଟି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଘରୋଇ ଓ ସାମରିକ ବିମାନ ଜର୍ଜଟାଉନଠାରୁ ୨୦୦ କିମି ଦୂର ମେଦିଆରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

Related posts

ଯବାନଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ

mahabharatanews

୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୨୭୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

 ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ଯାତନା

mahabharatanews