ଓଡିଶାରାଜନୀତି

ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର( ହରପ୍ରସାଦ ବିଷୋଇ):-ଆରମ୍ଭ ହୋଇଛି OCA ନିର୍ବାଚନ ପାଇଁ ପାର୍ଥୀପତ୍ର ନାମାଙ୍କନ ଦାଖଲ ପ୍ରକ୍ରିୟା । ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଣବ ପ୍ରକାଶ ଦାସ । ସେହିପରି ପ୍ରାର୍ଥୀପତ୍ର ଦାଖଲ କଲେ ସଞ୍ଜୟ ବେହେରାଙ୍କ ପ୍ୟାନେଲର ୬ ସଦସ୍ୟ । ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ OCA କାର୍ଯ୍ୟାଳୟରେ ପହଞ୍ଚିଛ ନାମାଙ୍କନ ଦାଖଲ କଲେ ସଞ୍ଜୟ ବେହରା । ସମ୍ପାଦକ ପଦବୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସଞ୍ଜୟ । ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି ଓ କୋଷାଧକ୍ଷ୍ୟ ପଦ ପାଇଁ ବିକାଶ ପ୍ରଧାନ କଲେ ନାମାଙ୍କନ ଦାଖଲ । ସହସମ୍ପାଦକ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଭାତ ଭୋଳ । ଆପେକ୍ସ କାଉନସିଲ୍ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ କଲେ ନାମାଙ୍କାନ ଦାଖଲ । ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି କଲେ ନାମାଙ୍କାନ ଦାଖଲ।

Related posts

ଆଜି ଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ସ୍କିଲ କନକ୍ଳେଭ 2023.

mahabharatanews

ପ୍ରବାସୀଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ

mahabharatanews

ନିଆରା ଢଙ୍ଗରେ ଶିଶୁ ଦିବସ ପାଳନ

mahabharatanews