ଓଡିଶାରାଜନୀତି

ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର( ହରପ୍ରସାଦ ବିଷୋଇ):-ଆରମ୍ଭ ହୋଇଛି OCA ନିର୍ବାଚନ ପାଇଁ ପାର୍ଥୀପତ୍ର ନାମାଙ୍କନ ଦାଖଲ ପ୍ରକ୍ରିୟା । ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଣବ ପ୍ରକାଶ ଦାସ । ସେହିପରି ପ୍ରାର୍ଥୀପତ୍ର ଦାଖଲ କଲେ ସଞ୍ଜୟ ବେହେରାଙ୍କ ପ୍ୟାନେଲର ୬ ସଦସ୍ୟ । ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ OCA କାର୍ଯ୍ୟାଳୟରେ ପହଞ୍ଚିଛ ନାମାଙ୍କନ ଦାଖଲ କଲେ ସଞ୍ଜୟ ବେହରା । ସମ୍ପାଦକ ପଦବୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସଞ୍ଜୟ । ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି ଓ କୋଷାଧକ୍ଷ୍ୟ ପଦ ପାଇଁ ବିକାଶ ପ୍ରଧାନ କଲେ ନାମାଙ୍କନ ଦାଖଲ । ସହସମ୍ପାଦକ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଭାତ ଭୋଳ । ଆପେକ୍ସ କାଉନସିଲ୍ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ କଲେ ନାମାଙ୍କାନ ଦାଖଲ । ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି କଲେ ନାମାଙ୍କାନ ଦାଖଲ।

Related posts

ରାଜ୍ୟରେ ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

mahabharatanews

ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ମାଓ ପ୍ରେମୀ ଯୁଗଳ

mahabharatanews

ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ

mahabharatanews