ଭାରତ

ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପତ୍ନୀ 

(ପୁରୀ) :  ରଥଯାତ୍ରା ପାଇଁ ପୁରୀ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ୍ । ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି  । ଯଶୋଦାବେନଙ୍କ ସହ ଶୋଭନୀୟ ଆନ୍ଦୋଳନ ନିର୍ଦ୍ଦେଶକ ଅରୁନ୍ଧତୀ ଦେବୀ ମଧ୍ୟ ଯଶୋଦା ବେନଙ୍କ ସହ ଦର୍ଶନ ପାଇଁ ପୁରୀ ଆସିଛନ୍ତି ।

ସୂଚନାନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ଯଶୋଦାବେନ ପୁରୀରେ ପହଞ୍ଚିଥିଲେ । ସର୍କିଟ ହାଉସରେ ରାତ୍ରି ରହିବାପରେ ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ଗୁଣ୍ଡିଚା ମନ୍ଦିର । ଆଡପ ମଣ୍ଡପରେ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ ଯଶୋଦାବେନ ।

Related posts

ବାତ୍ୟା ‘ମୋକା’ : ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ

mahabharatanews

ଥମୁନି ମଣିପୁର ହିଂସା : ଜୁଲାଇ ୮ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ

mahabharatanews

ମନ ମୋହୁଛି ରଣବୀର ଓ ଆଲିଆଙ୍କ ଯୋଡି

mahabharatanews