ଓଡିଶା

୧୩ ଓଏଏସଙ୍କ ପଦୋନ୍ନତି

ଭୁବନେଶ୍ୱର /ହରପ୍ରସାଦ ବିଶୋଇ :୧୩ ଜଣଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି କରାଯାଇଛି । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବ ତୁଷାରକାନ୍ତ ମହାନ୍ତି, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଏ ଏବଂ ପିଜି ବିଭାଗ ସଚିବ ମନୋଜ କୁମାର ମହାନ୍ତି, ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ପଦୋନ୍ନତି ମିଳିଛି । ଷ୍ଟିଲ ଓ ମାଇନ୍ସ ବିଭାଗ ସଚିବ ଅବନୀକାନ୍ତ ପଟ୍ଟନାୟକ, OAVS ପ୍ରୋଜେକ୍ଟ ଡାଇରେକ୍ଟର ସଂଗ୍ରାମ କେଶରୀ ମହାପାତ୍ର, ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ରାଜଶ୍ରୀ ମହାନ୍ତି, OSWC ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ସ୍ୱତନ୍ତ୍ର ସଚିବ ଦେବେନ କୁମାର ପ୍ରଧାନ, ଆର ଆଣ୍ଡ ଡିଏମ୍ ବିଭାଗ ସ୍ୱତନ୍ତ୍ର ସଚିବ ତ୍ରିଲୋଚନ ମାଝୀ, FSCW ସ୍ୱତନ୍ତ୍ର ସଚିବ ଶକୁନ୍ତଳା ବିନ୍ଧାଣୀ, ଲକ୍ଷ୍ମୀକାନ୍ତ ପ୍ୟାରିଲାଲ ପ୍ରଧାନ ଓ ସିଜେଏମ ଇଡକୋ ବିଜୟ କୁମାର ଦାସଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ମିଳିଛି ।

Related posts

ବଢିଲା ବାଚସ୍ପତିଙ୍କ ଏବଂ ଉପବାଚସ୍ପତିଙ୍କ ଦରମା

mahabharatanews

ଟାଣୁଆ ନେତା ବବିଙ୍କୁ ଗୋଟିଏ ପ୍ରଶ୍ନ

mahabharatanews

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ବିଭାଗ ଦ୍ଵାରା ଶତାଧିକ ଶୁଆ ଶାଵକ ଉଦ୍ଧାର

mahabharatanews