ଓଡିଶା

ଡିସେମ୍ବର ୩୧ରେ ୧୧ଟାରେ ଶ୍ରୀମନ୍ଦିର ପହୁଡ, ନୂଆବର୍ଷରେ ରାତି ୧ରୁ ମହାପ୍ରଭୁ ଦର୍ଶନ

ପୁରୀ : ନୂଆବର୍ଷରେ ରାତି ଗୋଟାଏରୁ ଶ୍ରୀମନ୍ଦିରରେ ହେବ ଦର୍ଶନ । ଡିସେମ୍ବର ୩୧ ରାତି ୧୧ଟା ରେ ପଡିବ ପହଡ । ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ପୂରୀରେ ଲକ୍ଷାଧିକ ଭକ୍ତ , ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଖ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାତି ୧ରୁ ଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହ ନୂଆବର୍ଷରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ , ପଲିଥିନ ଓ ପାନ , ଗୁଟଖା ସମ୍ପୂର୍ଣ୍ଣ ନିଷେଧ ।ଶଳିନତା ପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ଆସିବାକୁ ଅନୁରୋଧେ କରାଯାଇଛି । ସେହିପରି ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ ।

Related posts

ବାଇକକୁ ଧକ୍କା ଦେଲା ଟ୍ରକ, ଦୁଇଜଣ ମୃତ

mahabharatanews

ପିପିଇ କିଟ୍‌ ଓ ମାସ୍କ ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ

mahabharatanews

ଲୋକସେବା ଭବନରେ ରିଲ୍ସ କଲେ ହେବ ଆକ୍ସନ: ଆଇନ ମନ୍ତ୍ରୀ

mahabharatanews