ମନୋରଞ୍ଜନ

୧୩ରେ ନିର୍ବନ୍ଧ : ଦିଲ୍ଲୀରେ ପହଞ୍ଚିଲେ ରାଘବ-ପରିଣୀତି

(ମୁମ୍ବାଇ) : ସବୁ ଅପେକ୍ଷାର ଅନ୍ତ କରି ନିର୍ବନ୍ଧ ବାନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି  ଆପ୍‌ ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆଗାମୀ ୧୩ ତାରିଖରେ ଦୁହେଁ ନିର୍ବନ୍ଧ ବନ୍ଧନ‌ରେ ବାନ୍ଧିହେବ ବୋଲି ଜଣାପଡିଛି । ଏଥି ପାଇଁ ଉଭୟ ଦିଲ୍ଲୀରେ ପହଂଚି ସାରିଛନ୍ତି  । ସେମାନେ ରାଜଧାନୀ ଦିଲ୍ଲୀଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ ସ୍ଥିର କରିଛନ୍ତି ।

ଗତ ମାସରେ ମୁମ୍ବାଇରେ ମଧ୍ୟାହ୍ନ ଭୋଜନ ତାରିଖରେ ଏକାଠି ନଜର ଆସିବା ପରେ ସେ ଦୁହେଁ ପରସ୍ପରଙ୍କୁ ଡେଟ୍‌ କରୁଥିବା ଖବର ପ୍ରକାଶ ପାଇଥିଲା। କେବଳ ଠାରେ ନୁହେ ସେମାନେ ଅନେକ ଥର ଏକାଠି ନଜର ଆସିଛନ୍ତି। ପୂର୍ବରୁ ପରିଣୀତିଙ୍କ ସାଙ୍ଗ ତଥା ଗୀତିକାର ହାର୍ଡି ସନ୍ଧୁ ପରିଣୀତି ଓ ରାଘବ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି  ସୂଚିତ କରିଥିଲେ।

Related posts

ବ୍ୟବସାୟ ଯାତ୍ରା ଆରମ୍ଭ କଲେ ଗୋଲଡେନ ବୟ

mahabharatanews

 ଅଯୋଧ୍ୟାରେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ 

mahabharatanews

ରିତୁରାଜଙ୍କୁ ଶେଷ ବିଦାୟ 

mahabharatanews