ମନୋରଞ୍ଜନ

ଭାଇରଲ ହେଲେ ଅମିତାଭଙ୍କ କପି

(ମୁମ୍ବାଇ) : ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି  ଯାହା ଆପଣଙ୍କୁ ଚକିତ କରିଦେବ । ଆଜିକାଲି ଏପରି ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହା ଅମିତାଭ ବଚ୍ଚନଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।        

ଆପଣ ବି ଭାବିବେ ଏହା ପ୍ରକୃତ ଅମିତାଭ। ଏ କିନ୍ତୁ ଅମିତାଭ ନୁହଁନ୍ତି, ବରଂ ତାଙ୍କର ଜେରକ୍ସ କପି। ଅମିତାଭଙ୍କ ଜେରକ୍ସ କପି କୁହାଯାଉଥିବା ଏହି ବ୍ୟକ୍ତି ଅମିତାଭ ବଚ୍ଚନଙ୍କ ପରି ଜନସାଧାରଣଙ୍କ ମଧ୍ୟରେ ପ୍ରସିଦ୍ଧ। ତାଙ୍କ ନାମ ଶଶିକାନ୍ତ ପେଡ୍‌ୱାଲ୍‌। ତାଙ୍କର ଚେହେରା, ଚୁଟି, ଷ୍ଟାଇଲ୍, ଲୁକ୍ ଏବଂ ହସ ସବୁକିଛି ପୂରା ଅମିତାଭ ବଚ୍ଚନଙ୍କ ସହ ସମାନ।

Related posts

‘The Keral Story’ ପଶ୍ଚିମବଙ୍ଗରେ ନିଷିଦ୍ଧ କାହିଁକି : ସୁପ୍ରିମକୋର୍ଟ

mahabharatanews

‘ଆଦିପୁରୁଷ’ର ଲେଖନଙ୍କୁ ସୁରକ୍ଷା ଯେଗାଇଲା ମୁମ୍ବାଇ ପୋଲିସ

mahabharatanews

ବିମାନଯାତ୍ରା କରି ଚର୍ଚ୍ଚାରେ ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ

mahabharatanews