ଓଡିଶା

କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା

(ଭୁବନେଶ୍ୱର) : କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବ ମୌସୁମୀ ବାୟୁ ଉପରେ ମଧ୍ୟ ପଡିନଥିବାରୁ ମଇ ୩୧ବା ଜୁନ ୧ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି । ଆଗାମୀ ୨୪-୪୮ ଘଣ୍ଟା ଯାଇ ପାଗ ମେଘୁଆ ରହିବା। ତାପ ମାତ୍ର ୩°-୫ ° ବଢ଼ିବାର ସମ୍ଭାବନା ରହିଛି। ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏନେଇ ସୂଚନା ଦେଇଛନ୍ତି ମନୋରମା ମହାନ୍ତି ।

Related posts

ବିଧାନସଭା ଆରମ୍ଭ ପୂର୍ବରୁ ଚାଲିଛି କୋଭିଡ ଟେଷ୍ଟ

mahabharatanews

୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି

mahabharatanews

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷକ ଦୀନବନ୍ଧୁ ରାଉତଙ୍କ ସ୍ମୃତିସଭା

mahabharatanews