ମନୋରଞ୍ଜନ

“ଭାରତ ଆସିଲେ ରାକ୍ଷୀ ୨ ଘଣ୍ଟା ଭିତରେ ଗିରଫ ହେବେ” : ଆଦିଲ   

(ମୁମ୍ବାଇ) : ଗତ କିଛି ଦିନ ହେବ ବିବାଦୀୟ ରାଣୀ ରାଖି ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ୍ ଦୁରାନୀ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଖବର ମିଳିଥିଲା ଯେ, ଆଦିଲ୍ ଲୁଚି କରି ଦ୍ବିତୀୟ ବିବାହ କରିଛନ୍ତି। ବିଗ୍ ବସର ପୂର୍ବତନ ପ୍ରତିଯୋଗୀ ସୋମି ଖାନଙ୍କୁ ସେ ବିବାହ କରିଥିବା ସାମ୍ନାକୁ ଆସିଥିଲା।

ସେ କହିଛନ୍ତି ଯେ, “ରାକ୍ଷୀଙ୍କ ବିରୋଧରେ ମୁଁ ଏକାଧିକ ଏଫ୍ଆଇଆର୍ ଦାଖଲ କରିଛି । ସେଥିପାଣି ସେ ଜାଣିଶୁଣି ଦୁବାଇରେ ଅଛନ୍ତି । ଗତ ୪-୫ମାସ ହେଲାଣି ସେ ଦୁବାଇରେ ଅଛନ୍ତି, କାରଣ ସେ ଜାଣିଛନ୍ତି ଯେ, ଭାରତ ଆସିଲେ ତାଙ୍କୁ ୨ଘଣ୍ଟା ଭିତରେ ପୁଲିସ ଗିରଫ କରିବ । ମୁଁ କରିଥିବା ଏଫ୍ଆଇଆର୍ ପାଇଁ ସେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ହାଇକୋର୍ଟ ଆବେଦନ ଗ୍ରହଣ ନକରିବାରୁ ସେ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

Related posts

‘ବିଗ୍‌ବସ୍‌’ସୁଟିଂ ଛାଡ଼ି ସ୍ପୋର୍ଟସ ଷ୍ଟୁଡିଓରେ ଭାଇଜାନ

mahabharatanews

ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨କୁ  ‘ଏ’ ସାର୍ଟିଫିକେଟ୍

mahabharatanews

ଶିବ ଠାକରେ ଏବଂ ଅବ୍ଦୁ ରୋଜିକଙ୍କୁ ସମନ ଜାରି

mahabharatanews