ଭାରତ

୩୧ ରବିବାରେ ଖୋଲିବ ବ୍ୟାଙ୍କ

(ଦିଲ୍ଲୀ) : ଚଳିତ ଆର୍ଥିକ ବର୍ଷ (୨୦୨୩-୨୪) ଆଉ କିଛି ଦିନ ପରେ ଶେଷ ହେବା ଚଳିତ ମାସର ଶେଷ ଦିନ (୩୧ ତାରିଖ) ରବିବାର ପଡୁଛି । କିନ୍ତୁ ଏଥର ମାର୍ଚ୍ଚ ୩୧ ରବିବାର ପଡୁଥିଲେ ମଧ୍ୟ ବ୍ୟାଙ୍କଗୁଡ଼ିକ ସେହିଦିନ ଖୋଲାରହିବ ସରକାରୀ ଦେୟ ଓ ପେମେଣ୍ଟ କାରବାର କରୁଥିବା ସମସ୍ତ ବ୍ୟାଙ୍କ ଶାଖା ଖୋଲା ରଖିବା ଲାଗି କେନ୍ଦ୍ର ସରକାର ଅନୁରୋଧ କରିଥିଲେ ।

ସୂଚନାନୁଯାୟୀ ,୩୧ରେ ଏଜେନ୍ସି ବ୍ୟାଙ୍କଗୁଡ଼ିକ ଖୋଲା ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି ଦିନ ସର୍ବସାଧାରଣ କାରବାର ଲାଗି ବ୍ୟାଙ୍କ ଖୋଲାରହିବା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏନେଇ ଆର୍ବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ମାର୍ଚ୍ଚ ୩୧ ରବିବାରରେ ସମସ୍ତ ବ୍ୟାଙ୍କ ନିୟମିତ ସମୟ ଅନୁଯାୟୀ ଖୋଲିବ ଏବଂ ବନ୍ଦ ହେବ । ଶନିବାର ମଧ୍ୟ ସମସ୍ତ ବ୍ୟାଙ୍କ ଖୋଲା ରହିବ ।

Related posts

ଜେଲ ଗଲେ ହେମନ୍ତ ସୋରେନ

mahabharatanews

୭୧ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

ଦେଶରେ ଆଜି ୭,୫୯୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews