ଓଡିଶା

ନନ୍ଦନକାନନରେ ଆରମ୍ଭ ହେବ ରୋପୱେ  

(ଭୁବନେଶ୍ୱର) : ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆରମ୍ଭ ହେବ ରୋପୱେ । ଫଳରେ  ପ୍ରାକୃତିକ ପରିବେଶ ,କାଞ୍ଜିଆ ହ୍ରଦ ଜଳ ରାଶି ସହିତ ବୋଟିଂର ଦୃଶ୍ୟ ରୋପୱେରେ ବସି ଦେଖିପାରିବେ ।  ଯାହା ଅତ୍ୟନ୍ତ ମନଲୋଭା । ପର୍ଯ୍ୟଟକ ମାନେ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଚତୁପାର୍ଶ୍ଵର ମନୋଲୋଭା ପରିବେଶ ବୁଲି ମଜା ଉଠାଇବେ ।

ସୂଚନାନୁଯାୟୀ , ରୋପୱେ ୧୨ଟି କ୍ୟାବିନ୍ ରହିଛି । ଥରକୁ ୭୨ ଜଣ ବୁଲିବା ସହିତ ଘଣ୍ଟାକୁ ୫୦୦ଜଣ   ବୁଲି ପାରିବେ । ଏହାର ପରମ୍ଭ ରଜରେ ହେବ ବୋଲି ସୂଚନା ମିଳିଛି  । ନୂତନ କୌଶଳ କୌଶଳୀରେ ନିର୍ମାଣ ହୋଇଛି ରୋପୱେ ।

Related posts

ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି 

mahabharatanews

ବନ୍ଦେ ଭାରତ ଏକ୍ସପ୍ରେସ୍ : ହାୱଡ଼ା ମୁହାଁ ପ୍ରଥମ ଟ୍ରେନ

mahabharatanews

ପୁରୀରେ ଆନ୍ତର୍ଜାତୀୟ ବେଳାଭୁମୀ ସଫେଇ ଦିବସ ଅନୁଷ୍ଠିତ

mahabharatanews