ଭାରତ

ସୁସ୍ଥ ଅଛନ୍ତି ସଦଗୁରୁ 

(ଦିଲ୍ଲୀ) : ସଦଗୁରୁ ଜଗ୍ଗି ବାସୁଦେବଙ୍କ ମାର୍ଚ୍ଚ ୧୭ରେ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଅସ୍ତ୍ରୋପଚାର ପ‌ରେ ସଦଗୁରୁ ନି‌ଜେ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ଲୋକଙ୍କୁ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ୧୯ ସେକେଣ୍ଡର ଏହି ଭିଡିଓରେ ସଦଗୁରୁ ହସ୍ପିଟାଲ ବିଛଣାରେ ବସି ଖବରକାଗଜ ପଢ଼ୁଥିବାର ନଜର ଆସିଛନ୍ତି । ଏହାସହ ସେ ଧୀମା ସଙ୍ଗୀତ ଶୁଣୁଛନ୍ତି । ଯେଉଁଥିରୁ ସ୍ୱଷ୍ଟ ବାରି ହେଉଛି କି ସେ ସୁସ୍ଥ ଅଛନ୍ତି । ଯେଉଁରେ ସଦଗୁରୁ ଜଗ୍ଗି ବାସୁଦେବଙ୍କ ସ୍ବାସ୍ଥ୍ୟକୁ ନେଇ କୁହାଯାଇଥିଲା କି ତାଙ୍କ ମସ୍ତିଷ୍କରେ ରକ୍ତସ୍ରାବ ଦୂର କରିବା ପାଇଁ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା ।

Related posts

ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅମିଷା

mahabharatanews

ଦେଶରେ ୯ଟା ସୁଦ୍ଧା ୧୧.୩୧ ପ୍ରତିଶତ ମତଦାନ

mahabharatanews

ବିଜେପିରୁ ଇସ୍ତଫା ଦେଲେ ରମା ରଞ୍ଜନ ବଳିୟାର ସିଂ

mahabharatanews

Leave a Comment