ମନୋରଞ୍ଜନ

୫,୦୦୦ସ୍କ୍ରିନରେ ରିଲିଜ୍ ହେବ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ ସାଲାର’

(ମୁମ୍ବାଇ) : ଫିଲ ଆଦିପୁରୁଷରେ ଫ୍ଲପ ପରେ ମଧ୍ୟ ପୁଣି ମୁଣ୍ଡ ଉଠେଇବାକୁ ଚେଷ୍ଟା ଜାରି ରଖିଛନ୍ତି ସାଉଥ ସୁପରଷ୍ଟାର ପ୍ରଭାସ । ନିକଟରେ ତାଙ୍କର ଉପକମିଙ୍ଗ ଫିଲ୍ମ ସାଲରର ଟିଜର ରିଜୀଯ ହୋଇଥିଲା ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ତେବେ ଏହାରି ମଧ୍ୟରେ ଦର୍ଶକଙ୍କ ପାଇଁ ଆସିଛି ଖୁସି ଖବର  ୫,୦୦୦ସ୍କ୍ରିନରେ ରିଲିଜ୍ ହେବ ସାଲାର। ଏଭଳି ପରିସ୍ଥିତିରେ ଏବେ ଫିଲ୍ମର ରିଲିଜ୍ ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି।

 

ସୂଚନାନୁଯାୟୀ , ତେବେ ରିଲିଜ୍ ପୂର୍ବରୁ ଫିଲ୍ମଟି ଏକ ନୂଆ ରେକର୍ଡ ସୃଷ୍ଟି କରିଥିବା ସାମ୍ନାକୁ ଆସିଛି। ଲଗାତାର ଫିଲ୍ମ ଫ୍ଲପ ହେଉଥିଲେ ବି ପ୍ରଭାସଙ୍କ ଫିଲ୍ମକୁ କିଣିବା ପାଇଁ ଡିଷ୍ଟ୍ରିବ୍ୟୁଟରଙ୍କ ଲାଇନ୍ ଲାଗୁଛି। ଭାରତ ସମେତ ଭାରତ ବାହାରେ ବି ପ୍ରଭାସଙ୍କ କ୍ରେଜ୍ ରହିଛି।

 

 

Related posts

ବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟରେ ନଜର ଆସିବେ ରଣବୀର-ଅମୀର- ଦୀପିକା!

mahabharatanews

କିଙ୍ଗ୍ ଖାନଙ୍କୁ  Y+ ସୁରକ୍ଷା

mahabharatanews

ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ; ଜାମନଗରରେ ସେଲିବ୍ରିଟିଙ୍କ ଭିଡ଼

mahabharatanews