ମନୋରଞ୍ଜନ

କିଙ୍ଗ୍ ଖାନଙ୍କୁ  Y+ ସୁରକ୍ଷା

(ମୁମ୍ବାଇ) : ଦୁଇଟି ବିଗ୍ ବଜେଟ୍ ଫିଲ୍ମ ହିଟ୍ ହେବା ପରେ ବଢିଗଲା କିଙ୍ଗ୍ ଖାନଙ୍କ ସୁରକ୍ଷା । ଯେଉଁଥି ପାଇଁ ତାଙ୍କୁ ବର୍ତ୍ତମାନ ମହାରାଷ୍ଟ୍ର ସରକାର Y+ ସୁରକ୍ଷା ଦେଇଛନ୍ତି । ଏଥର ଶାହାରୁଖଙ୍କ ସହ ରହିବେ ୬ ପୋଲିସ କମାଣ୍ତୋ । ଏହାସହ ଚାରିଜଣ ସଶସ୍ତ୍ର ପୋଲିସ ମଝ୍ୟ ଶାହାରୁଖଙ୍କ ବାସଭବନକୁ ସୁରକ୍ଷା ଦେବେ । ହେଲେ ଏହି ସୁରକ୍ଷା ପାଇଁ ଅଭିନେତାଙ୍କୁ ଖର୍ଚ୍ଚ ଦେବା ପାଇଁ ପଡିବ ।

ସୂଚନାନୁଯାୟୀ ,  ଆସୁଛି ଯାହାକୁ ନେଇ ସେ ମହାରାଷ୍ଟ୍ର ସରକାରଙ୍କୁ ଏକ ଲିଖିତ ସୂଚନା ଦେଇଛନ୍ତି ।ଶାହାରୁଖ ଖାନଙ୍କ ଚଳିତ ବର୍ଷ ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଉଭୟ ଚଳଚ୍ଚିତ୍ର ପଠାନ ଏବଂ ଜୱାନ୍ ବକ୍ସ ଅଫିସରେ ଜବରଦସ୍ତ ସଫଳତା ମିଳିଛି । ‘ପଠାନ’ ବିଶ୍ୱବ୍ୟାପୀ ସଂଗ୍ରହ କହିବାକୁ ଗଲେ ସିନେମାଟି ଏପର୍ଯ୍ୟନ୍ତ ୭୨୭.୬୬ କୋଟି ଟଙ୍କା ସଂଗ୍ରହ କରିଛି ।

Related posts

ଜୀବନ ହାରିଲେ ବଲିଉଡ ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇ

mahabharatanews

ମକ୍କାରେ ଚିତ୍କାର କରି କାନ୍ଦିଲେ ରାକ୍ଷୀ ସାୱନ୍ତ

mahabharatanews

 ଫିଲ୍ମ ‘ସତ୍ୟପ୍ରେମ କି କଥା’,ବେଶ ପସନ୍ଦ କରୁଛନ୍ତି ଦର୍ଶକ

mahabharatanews