Uncategorized

ଢିଙ୍କିଆ ପାଟଣାରେ ଜିନ୍ଦଲ କମ୍ପାନୀ ବିରୋଧରେ ସମାବେଶ

(ମହାଭାରତ,/ପାରାଦୀପ): ଜିନ୍ଦଲ କମ୍ପାନୀ ବିରୋଧରେ ଢ଼ିଙ୍କିଆ ପାଟଣାରେ ଏକ ସମାବେଶ ହୋଇଯାଇଛି । ଏହି ସମାବେଶରେ ହଜାର ହଜାର ପୁରୁଷ ମହିଳା ଯୋଗ ଦେଇ ଜିନ୍ଦଲ ବିରୋଧରେ ବିଷୋଦ୍ଗାର କରିଥିଲେ । ଅ ।ସନ୍ତା ୨୦ ତାରିଖରେ ଜିନ୍ଦଲ କମ୍ପାନୀରେ ହେବାକୁ ଥିବା ଜନଶୁଣାଣୀକୁ ତୀବ୍ର ବିରୋଧ କରିବାକୁ ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ଚେତାବନୀ ଦେଇଥିଲା । ଏହି ଜନସମାବେଶକୁ ଦେଖି ଘଟଣା ସ୍ଥଳରେ ପୋଲିସ ମତୟନ ହୋଇଥିଲା ।

Related posts

ନାଗରିକତା ସଂଶୋଧନ ବିଧେୟକକୁ ନେଇ ରବିଶଙ୍କ ଜବାବ

mahabharatanews

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରେ ୫୦ ବର୍ଷ ବୟସରୁ ଊଦ୍ଧ୍ୱର୍ ପାଇବେ କରୋନା ଟୀକା

mahabharatanews

ପୁଣି ଯୋଗୀଙ୍କୁ ହତ୍ୟା ଧମକ

mahabharatanews