ଓଡିଶା

ଏଡିଜି ଆର୍‌.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ

ଭୁବନେଶ୍ୱର: ବଦଳିଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ । ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆଇପିଏସ ଲଳିତ ଦାସଙ୍କ ବଦଳି ।ରାଜ୍ୟ ସରକାର ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ସୋମବାର ବଦଳାଇ ଦେଇଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍‌ଡି ଦାୟିତ୍ୱ ଦିଆଯାଇଛି। ତାଙ୍କ ସ୍ଥାନରେ ଏଡିଜି ଆର୍‌.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।

Related posts

୩ ଦିନରେ ଅମାନିଆଙ୍କଠୁ ୭୦ ହଜାର ଟଙ୍କା ଜରିମାନା ଆଦାୟ

mahabharatanews

ପିପିଲିରେ ଓଲଟିଲା ବସ, ଭୁବନେଶ୍ୱରରୁ କାକଟପୁର ଯାଉଥିଲା

mahabharatanews

ବରୀରେ ସଟଡାଉନ ବେଳେ ଇ-ଚାଲାଣର ଶୁଭାରମ୍ଭ

mahabharatanews