ମନୋରଞ୍ଜନ

ପ୍ରେମିକଙ୍କ ନାଁରେ ହାର ପିନ୍ଧି ଚର୍ଚାରେ ଜାହ୍ନବୀ କପୁର

(ମୁମ୍ବାଇ) :  ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ମଧ୍ୟରେ ଥିବା ସଂପର୍କର ଚର୍ଚ୍ଚା ଶିଖରଙ୍କ ନାମ ଲେଖାଥିବା ହାର ପିନ୍ଧି ଫିଲ୍ମର ସ୍କ୍ରିନିଂକୁ ଯାଇ ଚର୍ଚାରେ ଜାହ୍ନବୀ । ଏହି ଦୁଇ ଜଣଙ୍କ ନାମ ଯୋଡ଼ି ହୋଇ ରହିଥିବା ବେଳେ ଏମାନଙ୍କୁ ଅନେକ ଥର ସାଥୀରେ ଦେଖିବାକୁ ମିଳିଛି। ମନ୍ଦିର ଯିବାଠାରୁ ଆରମ୍ଭ କରି ପବରେ ପାର୍ଟି କରିବା ପର୍ଯ୍ୟନ୍ତ ସବୁ ସ୍ଥାନରେ ଦୁହେଁ ସାଥିରେ ନଜର ଆସନ୍ତି ।

ସୂଚନାନୁଯାୟୀ ,  ଯେଉଁଥିରେ ସେ ଶିଖରଙ୍କ ନାମ ଲେଖାଥିବା ହାର ପିନ୍ଧି ଫିଲ୍ମର ସ୍କ୍ରିନିଂକୁ ଯାଇଥିବା ଦେଖିବାକୁ ମିଳିଛି। ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ମଇଦାନର ସ୍କ୍ରିନିଂକୁ ବାପା ବୋନି କପୁରଙ୍କ ସହ ଯାଇଥିଲେ ଜାହ୍ନବୀ। ଏହି ସମୟରେ ସେ ପିନ୍ଧିଥିବା ହାର ଉପରକୁ ସମସ୍ତଙ୍କ ନଜର ଯାଇଥିଲା। ହାରରେ ‘ଶିଖୁ’ ଲେଖାଥିବା ଦେଖିବାକୁ ମିଳିଥିଲା।

Related posts

ପୂଜା ହେଗଡେଙ୍କୁ ଲଗଜରୀ କାର ଗିଫ୍ଟ କଲେ ପ୍ରଡ୍ୟୁସର

mahabharatanews

ସୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ

mahabharatanews

୬୦୦ କୋଟି ଟଙ୍କା ଆୟ କଲା ଫିଲ୍ମ‘ଯବାନ’

mahabharatanews