ମନୋରଞ୍ଜନ

ରାଘବଙ୍କ ସହ ଡେଟିଂର ପ୍ରତିକ୍ରିୟା ରଖିଲେ ଶେହାନାଜ

(ମୁମ୍ବାଇ) : ଶେହାନାଜ ଗିଲ ଓ ରାଘବ ଉଭୟ  ଡେଟିଂ କରୁଛନ୍ତି ବୋଲି ଚର୍ଚା ଜୋର ଧରିଥିବା ବେଳେ ଏହି ଦାବିକୁ ଅନେକ ଥର ଅସ୍ୱୀକାର କରିଛନ୍ତି ଉଭୟ । ଦୁହେଁ ଏକାଠି ବଦ୍ରିନାଥ ମନ୍ଦିର ପରିଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଅଭିନେତ୍ରୀ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଟ୍ରୋଲରମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ରାଘବ ଜୁୟାଲଙ୍କ ସହ କାମ କରିବା କଥା ଆମେ ଜାଣନ୍ତି। ଶେହାନାଜ ଅଭିନେତାଙ୍କ ସହ ସ୍କ୍ରିନ୍ ସେୟାର କରିଥିବା ହେତୁ କିଛି ଲୋକ ଭାବୁଛନ୍ତି ଯେ ଉଭୟ ବୋଲି।

ସୂଚନାନୁଯାୟୀ , ଶେହନାଜ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ସେଲଫି ପୋଷ୍ଟ କରିଛନ୍ତି, ଯେଉଁଥିରେ ଚଷମା ସହିତ ମୁହଁରେ ଫିଲ୍ଟର ଅଛି। ଚଷମା ଲେନ୍ସରେ ‘ମୁଁ ଖାତିର କରେ ନାହିଁ’ ବା ‘ଆଇ ଡୋଣ୍ଟ୍‌ କେୟାର୍‌’ ବୋଲି ଲେଖାଯାଇଥିଲା। କଳା-ଧଳା ଚିତ୍ରରେ ଶେହନାଜ୍ କ୍ୟାମେରା ଆଡକୁ ଏକଦମ ବସି ଅନ୍ଦାଜରେ ଚାହିଁଛନ୍ତି।

Related posts

 ଅଭିନେତ୍ରୀ ଡଲିଙ୍କୁ କର୍କଟ

mahabharatanews

ରିଲିଜ ହେଲା  ‘The Archies’ର ଟ୍ରେଲର

mahabharatanews

କ୍ୟାଟ୍ରିନାଙ୍କ ‘Deefake Video’ ଭାଇରଲ  

mahabharatanews