ଓଡିଶା

ବର୍ଷରେ ନିମ୍ନ ମାନର ଛତୁଆ ଦେଇ ୧୫ ଜିଲ୍ଲାର ୩୮ SHG ହୋଇଛନ୍ତି କଳା ତାଲିକା ଭୁକ୍ତ

ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ଉଭୟ ସରକାର ସରକାରୀ ସ୍ତରରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି।ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଛତୁଆ ପ୍ରସ୍ତୁତ କରାଯାଉଛି। ହେଲେ ନିମ୍ନମାନର ଛତୁଆ ବଣ୍ଟନକୁ ନେଇ ବଢୁଛି ଜନ ଅସନ୍ତୋଷ। ନିମ୍ନ ମାନର ଛତୁଆ ଦେଇ କୋମଳ ମତି ଛୁଆ ସହ ଖେଳୁଛନ୍ତି SHG । ବିଗତ ୫ ବର୍ଷରେ ନିମ୍ନ ମାନର ଛତୁଆ ଦେଇ ୧୫ ଜିଲ୍ଲାର ୩୮ SHG ହୋଇଛନ୍ତି କଳା ତାଲିକା ଭୁକ୍ତ । ସର୍ବାଧିକବଲାଙ୍ଗୀର ଜିଲ୍ଲା ରେ ୮ SHG ହୋଇଛନ୍ତି କଳା ତାଲିକା ଭୁକ୍ତ । ୩ ଟି SHG କୁ ମାଗ ଯାଇଛି କାରଣ ଦର୍ଶାଅ ନୋଟିସ ।୫ ଝଐଏ କୁ ଦିଆଯାଇଛି ଚେତାବନୀ । ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ ଙ୍କ ଲିଖିତ ଉତ୍ତର ।

Related posts

ଭୁବନେଶ୍ୱରର ସପିଂ ମଲରେ ଦିଆଯିବ ଟିକା

mahabharatanews

ଦନ୍ତା ଆକ୍ରମଣରେ ଚାଲିଗଲା ୨ଜୀବନ

mahabharatanews

୧୩ରେ ଭାରତ ଆସିବେ ପୋର୍ତ୍ତୁଗାଲ ରାଷ୍ଟ୍ରପତି

mahabharatanews