ମନୋରଞ୍ଜନ

ଟ୍ରଲି ବ୍ୟାଗ୍‌ ଉପରେ ବସି ବିମାନବନ୍ଦର ବୁଲିଲେ ଶିଳ୍ପା

(ମୁମ୍ବାଇ) : ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ବିମାନବନ୍ଦର ଲୁକ୍‌ ‌ । ତେବେ ଶିଳ୍ପା ଟ୍ରଲି ବ୍ୟାଗ୍‌ ଉପରେ ବସି ବିମାନବନ୍ଦର ଭିତରେ ଗଡ଼ି ଗଡ଼ି ଯାଉଛନ୍ତି, ଯାହାକୁ ଦେଖି ଲୋକେ ତାଙ୍କୁ ‘ସୁଟ୍‌କେସ୍‌ ନା ସ୍କୁଟର୍‌?’ ବୋଲି ପ୍ରଶ୍ନ ବି କରୁଛନ୍ତି।

 

 ଭିଡିଓନୁଯାୟୀ , ଆପଣ ଜାଣି ଅବାକ ହୋଇଯିବେ  ଶିଳ୍ପା ଏହି ବ୍ୟାଗ୍‌କୁ ବିମାନବନ୍ଦର ଟର୍ମିନାଲ୍‌ ଭିତରେ ଏକ ଗାଡ଼ି ପରି ଚଳାଇ ଗଡ଼ି ଗଡ଼ି ଯାଉଥିଲେ। ଶିଳ୍ପା ଏହାର ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଭିଡିଓ‌ଟିକୁ ଦେଖିବା ପରେ ପ୍ରଶଂସକମାନଙ୍କ ମନରେ ଭିନ୍ନ ଭନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି। ତାହା ହେଉଛି ‘ଏୟାର୍‌ହୁଇଲ୍‌’ ବ୍ରାଣ୍ଡ୍‌ର ଟ୍ରାଭେଲିଂ ବ୍ୟାଗ୍‌। ଏହାକୁ କମ୍ପାନି ‘ରାଇଡିଙ୍ଗ୍‌ ଲଗେଜ୍‌’ ନାମକରଣ କରିଛି।

Related posts

’ମୁଁ ଏଠାରେ ଅଛି, ଜୀବନ୍ତ’:ଅଭିନେତୀ ମଡେଲ୍‌ ପୁନମ

mahabharatanews

ଆଖି ବୁଜିଲେ ବଲିଉଡ ପ୍ରଯୋଜକ ଧୀରଜଲାଲ ଶାହ

mahabharatanews

ସରିଲା ପରି-ରାଘବଙ୍କ ବିବାହ 

mahabharatanews