ଅପରାଧଓଡିଶା

ମାଆକୁ ହତ୍ୟା କଲା ପୁଅ

ବାଲେଶ୍ବର: ପୁଅ ସାଜିଲା ସଇତାନ । ଜନ୍ମ କଲା ମାଆକୁ ତଣ୍ଟି ଚିପି କଲା ହତ୍ୟା । ସାମାନ୍ୟ ଝଗଡ଼ାରୁ ଏଭଳି ଚରମ ନିଷ୍ପତି ନେଇଗଲା ପୁଅ । ସୋରରେ ସିମୁଳିଆ ଥାନା ତାଳପଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ମାଆର ତଣ୍ଟି ଚିପି ପୁଅ ମାରି ଦେଇଥିବା ଅଭିଯୋଗ ହୋଇଛି । ଖାଇବା ପିଇବାକୁ ନେଇ ଝଗଡ଼ା ପରେ ତଣ୍ଟି ଚିପି ମାଆକୁ ହତ୍ୟା  କରିଥିବା ବୋହୂ ଅଭିଯୋଗ କରିଛି ।  ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସର ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

Related posts

ୱେବପୋର୍ଟାଲ ସମ୍ପାଦକଙ୍କ ନାଁରେ ଆଉ ଏକ ଅଭିଯୋଗ

mahabharatanews

ଆଜି ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

mahabharatanews

ଆଜି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅର୍ଥାତ ଜନ୍ମାଷ୍ଟମୀ

mahabharatanews