ଅପରାଧଓଡିଶା

ନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ

୩ କୋଟି ଟଙ୍କାର ସମ୍ପତ୍ତି ଜବତ

ଭୁବନେଶ୍ୱର: ନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି। ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ। ଜବତ ହୋଇଥିବା ସମ୍ପତ୍ତି ଭିତରେ ରହିଛି ୫ଟି କୋଠା, ୮ଟି ଜମି, ୧୯ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଦୁଇଟି ଦାମୀ କାର ଓ ଲକରରୁ ମିଳିଥିବା ୫୯୫ ଗ୍ରାମ ସୁନା ଅଳଙ୍କାର ବାଜ୍ୟାପ୍ତି କରିଛି ଏସଟିଏଫ। ଏହି ସମସ୍ତ ସମ୍ପତ୍ତି ନିଶା କାରବାରରୁ ଅର୍ଜିତ ଟଙ୍କାରୁ କିଣିଥିବା ଜଣା ପଡ଼ିଛି। ୨୦୨୨ ଏପ୍ରିଲ ୨୯ରେ ଏମାନଙ୍କ ନିକଟରୁ ୧୦୬ କେଜି ଗଞ୍ଜେଇ ଓ ୫୧୭ ଗ୍ରାମ ଅଫିମ ଜବତ କରାଯାଇଥିଲା। ଏହାସହ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏସଟିଏଫ। ଏହି ସମସ୍ତ ସମ୍ପତ୍ତି ନିଶା କାରବାରରୁ ଅର୍ଜିତ ଟଙ୍କାରୁ କିଣିଥିବା ଜଣାପଡ଼ିଛି। ୨୦୨୨ ଏପ୍ରିଲ ୨୯ରେ ଏମାନଙ୍କ ନିକଟରୁ ୧୦୬ କେଜି ଗଞ୍ଜେଇ ଓ ୫୧୭ ଗ୍ରାମ ଅଫିମ ଜବତ କରାଯାଇଥିଲା। ଏହାସହ ଏସଟିଏଫ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Related posts

ଜଳ ନିକାଶ ପ୍ରତିଷ୍ଠାନରେ ପ୍ରାଚୀର ପତ୍ର “ଅଳକା”ର ଶୁଭ ଉନ୍ମୋଚନ…

mahabharatanews

mahabharatanews

ସମ୍ବଲପୁର ଗଣ ଦୁଷ୍କର୍ମ: ଗିରଫ ହେଲେ ୨ଅଭିଯୁକ୍ତ

mahabharatanews