ଓଡିଶା

ହିନ୍ଦୋଳ NAC ଉପାଧ୍ୟକ୍ଷା ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ

ହିନ୍ଦୋଳ : ହିନ୍ଦୋଳ NAC ଉପାଧ୍ୟକ୍ଷା ପଦବୀ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ | ନିର୍ବାଚନ ଅଧିକାରୀ ତଥା ହିନ୍ଦୋଳର ଉପଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ହିନ୍ଦୋଳ NAC 10 ନମ୍ବର ୱାର୍ଡବିଜେଡି କାଉଁସିଲର ପ୍ରତିମା ରାଉତ ଏବଂ 6ନମ୍ବର ୱାର୍ଡ ବିଜେପି କାଉଁସିଲର ତୃପ୍ତିମୟୀ ବେହେରା | ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସମୟ 12ଟା ରୁ 1ଟା ଏବଂ ଫଳାଫଳ ପ୍ରକାଶ ପାଇବ 3ଟା ସମୟ |

Related posts

 ଆଜିଠୁ ବଦଳିବ ପାଗ 

mahabharatanews

ଓଏଲଏମ ମଞ୍ଚ ପକ୍ଷରୁ ସାତଶଙ୍ଖ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫେଇ

mahabharatanews

ଚିନ୍ମୟୀ ମୃତ୍ୟୁ ମାମଲାରେ ଖୋଲିବ ରହସ୍ୟ, ଆସିଲା ଭିସେରା ରିପୋର୍ଟ

mahabharatanews