ଓଡିଶାକୁଅରେ ପଡ଼ି ରାଧାନାଥପୁର ଗାଁରେ ଅଘଟଣmahabharatanewsOctober 3, 2026 by mahabharatanewsOctober 3, 2026016 ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ରାଧାନାଥପୁର ଗାଁରେ ଅଘଟଣ। କୁଅରେ ଖସିପଡି ଜଣେ ଯୁବକର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ରାଧାନାଥପୁର ଗାଁର ଜଗନ୍ନାଥ ନାଏକ ଗଣେଶ ମୁର୍ତ୍ତୀ ଭଷାଣୀ ବେଳେ ଅସାବଧାନତା...
ଓଡିଶାଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଢେଙ୍କାନାଳ ବନ ବିଭାଗର ମିଳିତ ସହଯୋଗରେ ହାତୀ ସୁରକ୍ଷା ନେଇ ଆଲୋଚନା ଚକ୍ରmahabharatanewsJune 10, 2026 by mahabharatanewsJune 10, 2026044 ଢେଙ୍କାନାଳ ବନ ବିଭାଗ ଏବଂ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ମିଳିତ ଅନ୍ୟୁକ୍ୟୁଲ୍ୟରେ ହିନ୍ଦୋଳ ଓଡି -୧୯ ଠାରେ “ମାନବ-ହାତୀ ସହବସ୍ଥାନ ଏବଂ ସୁରକ୍ଷା” ଉପରେ ଏକ ଆଲୋଚନାଚକ୍ର ବୁଧବାର ଦିନ ଆୟୋଜିତ ହୋଇଯାଇଛି। ସ୍ନେହା’...
ଓଡିଶାପୋଖରୀକୁ ଯାଇ ପାଣିରେ ବୁଡିଗଲେmahabharatanewsMay 20, 2026 by mahabharatanewsMay 20, 2026048 ପୋଖରୀରେ ବୁଡି ବୃଦ୍ଧ ମୃତ । ମୃତକ ହେଲେ ହିନ୍ଦୋଳ ବାଲିମୀ ଥାନା ବାଲିମୀ ଗ୍ରାମର ଗୌରାଙ୍ଗ ଜେନାମଣି। ବୟସ-୬୫ବର୍ଷ। ସକାଳୁ ପୋଖରୀ କୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ l ଖବର...
ଓଡିଶାହିନ୍ଦୋଳ ପୋଲିସର ଅତର୍କିତ ଚଢ଼ାଉ , ୭ ପେଟିରୁ ଉର୍ଦ୍ଧ ବିଦେଶୀ ମଦ ଜବତmahabharatanewsMay 18, 2026 by mahabharatanewsMay 18, 2026042 ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବଲସର ଗାଁରେ ହିନ୍ଦୋଳ ପୋଲିସର ଏକ ଟିମ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା। ହିନ୍ଦୋଳ ଥାନା ଅଧିକାରିଣୀ ମମତା ସାମନ୍ତରାୟଙ୍କ ନେତୃତ୍ୱରେ ଏହି ଚଢ଼ାଉ...
ଓଡିଶାହିନ୍ଦୋଳ ବଡଶାଳ ଠାରେ ମା ତାରିଣୀଙ୍କ ଝାମୁଯାତ୍ରାmahabharatanewsApril 15, 2026 by mahabharatanewsApril 15, 2026056 ପଣା ସଂକ୍ରାନ୍ତି ଉପଲକ୍ଷେ ଗାଁ ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ଆନନ୍ଦ ଉଲ୍ଲାସ। ସେହିଭଳି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍.ଏ ସି.ର ୧୨ ନମ୍ବର୍ ୱାର୍ଡ କାନ୍ଦରାଶୁଣି ଅନ୍ତର୍ଗତ ବଡ଼ଶାଳ...
ଓଡିଶାଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାmahabharatanewsApril 2, 2026 by mahabharatanewsApril 2, 2026069 ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଟାଉନ୍ ହଲ୍ ଠାରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ଉପଖଣ୍ଡର ସମସ୍ତ ଥାନା ଅଧିକାରୀଙ୍କ ସମେତ ଜିଲ୍ଲା ଅତିରିକ୍ତ ଏସପି ଯୋଗ ଦେଇଥିଲେ।ଦୀର୍ଘଦିନ...
ଓଡିଶାହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଦାନ ଶିବିର ଅନୁଷ୍ଠିତmahabharatanewsMarch 23, 2026 by mahabharatanewsMarch 23, 2026054 ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଧିକାରୀ ସୁଧାଂଶୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାର ସହଯୋଗରେ ଆୟୋଜିତ ଏହି...
ଓଡିଶାଦାଦା ଓ ଗଣେଶ୍ୱର କ୍ଳବ ମିଳିତ ଆନୁକୁଲ୍ୟର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତmahabharatanewsFebruary 22, 2026 by mahabharatanewsFebruary 22, 2026056 ଢେଙ୍କାନାଳ -ଅନୁଗୁଳ ଡେଭେଲପମେଣ୍ଟ ଆସୋସିଏସନ (DADA), ହିନ୍ଦୋଳ ବ୍ଲକର ଵାଙ୍କଟିଆ ସ୍ଥିତି ଗଣେଶ୍ୱର କ୍ଲବ ଓ ସ୍ପର୍ଶ ହସ୍ପିଟାଲର ମିଳିତ ସହଯୋଗରେ ଏକ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ହିନ୍ଦୋଳ ଅଞ୍ଚଳର ପ୍ରାୟ...
ଓଡିଶା‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଦସ୍ତଖତ ଅଭିଯାନ ଅନୁଷ୍ଠିତmahabharatanewsFebruary 5, 2026 by mahabharatanewsFebruary 5, 2026062 ହିନ୍ଦୋଳ ବ୍ଳକର ବିଭିନ୍ନ ମହାବିଦ୍ୟାଳୟରେ ‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ହିନ୍ଦୋଳ ରିଜିଓନାଲ କଲେଜ, ଦ୍ଵିତୀୟ ଦିନରେ ଜନତା ମହାବିଦ୍ୟାଳୟ ସାତମାଇଲ, ତୃତୀୟ ଦିନରେ...
ଓଡିଶାବିଧାୟିକା ଦୌଡ଼ରେ ଆଇନଜୀବୀ ମମତାଞ୍ଜଳୀ ବେହେରା। mahabharatanewsJanuary 20, 2024 by mahabharatanewsJanuary 20, 20240588 (ଗୌତମ ମୁଦୁଲି/ହିନ୍ଦୋଳ ) : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ପ୍ରମୁଖ ରାଜନୈତିକ ଦଳ। ତାରି ଭିତରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି।ଶାସକ ବିଜେଡ଼ି ଦଳ ମଧ୍ୟରେ ଅନେକ ଆଶାୟୀ...