ଓଡିଶା

ହିନ୍ଦୋଳ NAC ଉପାଧ୍ୟକ୍ଷା ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ

ହିନ୍ଦୋଳ : ହିନ୍ଦୋଳ NAC ଉପାଧ୍ୟକ୍ଷା ପଦବୀ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ | ନିର୍ବାଚନ ଅଧିକାରୀ ତଥା ହିନ୍ଦୋଳର ଉପଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ହିନ୍ଦୋଳ NAC 10 ନମ୍ବର ୱାର୍ଡବିଜେଡି କାଉଁସିଲର ପ୍ରତିମା ରାଉତ ଏବଂ 6ନମ୍ବର ୱାର୍ଡ ବିଜେପି କାଉଁସିଲର ତୃପ୍ତିମୟୀ ବେହେରା | ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସମୟ 12ଟା ରୁ 1ଟା ଏବଂ ଫଳାଫଳ ପ୍ରକାଶ ପାଇବ 3ଟା ସମୟ |

Related posts

ଜୁଲାଇ ୨୪ ତାରିଖରୁ +୩ ଫାଇନାଲ ସେମିଷ୍ଟର ପରୀକ୍ଷା

mahabharatanews

ରାଜଧାନୀରୁ ଲଢ଼ିବେ ଶ୍ରୀମୟୀ ମିଶ୍ର

mahabharatanews

ଉନ୍ନତ କାର୍ଯ୍ୟ ପାଇଁ ବ୍ଲକ କର୍ମଚାରୀଙ୍କୁ ପୁରସ୍କୃତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ

mahabharatanews