ଓଡିଶା

ବଲାଙ୍ଗୀର କରୋନା ମୁକାବିଲା ପାଇଁ ବାଗଚୀଙ୍କ ସହଯୋଗ

ଭୁବନେଶ୍ୱର: ଆଜି ସ୍କିଲ ଡେଭଲପମେଣ୍ଟ ଅଥୋରିଟିର ଚେୟାରମ୍ୟାନ ସୁବ୍ରୋତୋ ବାଗଚୀ ଓ ତାଙ୍କ ସ୍ତ୍ରୀ ତଥା ମୋ ସ୍କୁଲ ଚେୟାର ପର୍ସନ ଶ୍ରୀମତୀ ସୁସ୍ମିତା ବାଗଗଚୀ ୨.୫ କୋଟିର ଏକ ଚେକ ବଲାଙ୍ଗୀର ଜିଲ୍ଲାରେ କୋଭିଡ ମୁକାବିଲା ପାଇଁ ପ୍ରଦାନ କରିଛନ୍ତି । ବାଗଚୀ ପାଟଣାଗଡରେ ଜନ୍ମ ହୋଇଥିଲେ ତଥାପାଟଣାଗଡରେ ଶ୍ରୀମତି ବାଗଚୀ ମଧ୍ୟ ତାଙ୍କ ପ୍ରାଥମିକ ସ୍କୁଲ ଶିକ୍ଷା ଶେଷ କରିଥିଲେ । ଜିଲ୍ଲା ପ୍ରତି ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଇ ଆଜି ବାଗଚୀ ଏହି ଅର୍ଥ କରୋନା ମହାମାରୀ ପରି ସମୟରେ ସମୟରେ ପ୍ରଦାନ କରିଛନ୍ତି । ସେ ଓ ତାଙ୍କ ପତ୍ନୀ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଭେଟି ଚେକଟି ପ୍ରଦାନ କରିଛନ୍ତି ।

Related posts

ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମି ଠାରେ ନୌସେନା ଦିବସ ବା ନାଭି ଡେ ପାଳିତ ହେବ;ଡ୍ରୋନ ଉଡାଇବା ଉପରେ କଟକଣା,

mahabharatanews

ନୂଆ ଡିଜି ନିଯୁକ୍ତିକୁ ନେଇ ଅଙ୍କକସା ଆରମ୍ଭ

mahabharatanews

୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ

mahabharatanews