ଓଡିଶା

ବାଲୁକା କଳାରେ ବିଶ୍ବ ହୃଦୟ ଦିବସ 

(ପୁରୀ) : ଆଜି ହେଉଛି ବିଶ୍ବ ହୃଦୟ ଦିବସ । ଏହି ଉପଲକ୍ଷେ ଦିନକ ପୂର୍ବରୁ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପକ୍ଷରୁ ‘ଇଣ୍ଡିଆ ଫାଷ୍ଟ, ହାର୍ଟ ଫାଷ୍ଟ’ ବାଲୁକା କଳା ନିର୍ମାଣ କରିଛନ୍ତି । ଏହା ମାଧ୍ୟମରେ ସମୁଦ୍ର କୂଳରେ ଶ୍ରୀ ପଟ୍ଟନାୟକଙ୍କ ସହ ଯୋଗଦେଇ ହୃଦରୋଗ ବିଷୟରେ ସଚେତନ ବାର୍ତ୍ତା ଦେଇଛନ୍ତି ।

ସୂଚନାନୁଯାୟୀ .ତେଣୁ ଜଙ୍କ୍‌ ଫୁଡ୍‌ଠୁ ଦୂରେଇ ରହିବା, ବ୍ୟାୟାମ, ମଧୁମେହ ଓ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ, ହସିବା, ଧୂମପାନ ଛାଡ଼ିବା ଓ ଚିନ୍ତା ପରିହାର କରିବାକୁ ଡାକ୍ତରମାନେ କହିଛନ୍ତି। ଯାହାକୁ ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି ।

Related posts

ଓଡ଼ିଶାର ଦୁଇ ଆଇପିଏସଙ୍କୁ ମିଳିଲା ବଡ଼ ଦାୟିତ୍ଵ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ଦଳୀୟ ନେତା

mahabharatanews

୧ରେ ବନକଲାଗି ନିଷ୍ପତ୍ତି

mahabharatanews