ଓଡିଶା୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳmahabharatanewsAugust 6, 2022August 6, 2022 by mahabharatanewsAugust 6, 2022August 6, 20220158 ୱେବସାଇଟରେ ଫଳ ପ୍ରକାଶ ଭୁବନେଶ୍ୱର: ଆସନ୍ତା ୮ ତାରିଖ ଅପରାହ୍ନ ୪ଟାରେ ଯୁକ୍ତ ଦୁଇ କଳା ଓ ଧନ୍ଦମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜଣାପଡିଛି।...