ଓଡିଶାନନ୍ଦନକାନନରେ ଜନ୍ମ ନେଲା ଦୁଇମୁଣ୍ଡିଆ ବିରଳ କଇଁଛmahabharatanewsSeptember 13, 2022September 13, 2022 by mahabharatanewsSeptember 13, 2022September 13, 20220139 ଭୁବନେଶ୍ୱର : ଜନ୍ମ ନେଲା ବିରଳ ପ୍ରଜାତିର କଇଁଛ। ନନ୍ଦନକାନନ ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛ ଟିର ରହିଛି ୨ଟି ମୁଣ୍ଡ । ଯାହାକି କୋଚିତ ଦେଖିବାକୁ ମିଳେ ।...